ରାଜଧାନୀରେ ବି ହତ୍ୟା କରିଛି ଷ୍ଟୋନମ୍ୟାନ!

ମେଘେଶ୍ୱର ମନ୍ଦିର ପରିସରରେ ଭିକାରି ହତ୍ୟାକାଣ୍ଡର ଫିଟିବ ଗୁମର ଭୁବନେଶ୍ୱର : ଷ୍ଟୋନମ୍ୟାନକୁ ନେଇ ଆତଙ୍କ। କେବଳ କଟକରେ ଷ୍ଟୋନମ୍ୟାନ ୩ଟି ହତ୍ୟାକାଣ୍ଡ ଘଟାଇଛି ନା ଆଉ କେଉଁଠି କେଉଁଠି ହତ୍ୟାକାଣ୍ଡ ଘଟାଇଛି ସେ ନେଇ ତଥ୍ୟ ସଂଗ୍ରହ କରୁଛି କମିସନରେଟ ପୁଲିସ। ଭୁବନେଶ୍ୱର ସ୍ପେସାଲ ସ୍କ୍ବାଡ୍‌ର ଏକ ଟିମ୍‌ କଟକ ଯାଇ ତାକୁ ଜେରା ଆରମ୍ଭ କରିଛି। ଦୁଇ ବର୍ଷ ତଳେ ବଡ଼ଗଡ଼ ଥାନା ଅଧୀନ ମେଘଶ୍ୱର ମନ୍ଦିର … Continue reading ରାଜଧାନୀରେ ବି ହତ୍ୟା କରିଛି ଷ୍ଟୋନମ୍ୟାନ!